Jump to content

ପୁଣ୍ୟ ସଞ୍ଚୟ

ଉଇକିଅଭିଧାନ‌ରୁ

ପୁଣ୍ୟ ସଞ୍ଚୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ ପୁଣ୍ୟ+ସଂଚୟ)

[ସମ୍ପାଦନା]
୧. ଧର୍ମାନୁଷ୍ଠାନ ୧. Earning of religious merit by doing pious acts.
୨. ଧର୍ମାନୁଷ୍ଠାନଜନିତ ପୁଣ୍ୟ ରାଶି —Accumulating of religious merit earned by piety.