Jump to content

ପୁଥି

ଉଇକିଅଭିଧାନ‌ରୁ

ପୁଥି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ପୁସ୍ତକ; ତୁଳ. ବଙ୍ଗାଳୀ - ପୁଁଥି)

[ସମ୍ପାଦନା]
୧. ପୁସ୍ତକ —୧. Book.
୨. ପୋଥି —୨. Palmleaf manuscript.