ପୁନ୍ନାଗ

ଉଇକିଅଭିଧାନ‌ରୁ

ପୁନ୍ନାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁମସ୍=ଅଣ୍ଡିରା=ନାଗ)[ସମ୍ପାଦନା]

୧. ପୁନ୍ନାଙ୍ଗ; ପୋଲାଙ୍ଗ (ଗଛ ଓ ଫଳ); ନାଗକେଶରାଦି ବର୍ଗର ସୁନ୍ଦର ତରୁଣବିଶେଷ — ୧. Must wood; Alexandrian Laurel; Colophyllum Inophyllum; Rottleria Tincotoria.

[ଦ୍ରଷ୍ଟବ୍ୟ —ଏ ଗଛର କାଠ ଈଷତ୍ ନାଲି, ଭାରି ଚେମଡ଼ା ଓ ଗଣ୍ଠିଆ; ପତ୍ର ଖୁବ୍ ଚିକ୍କଣ ଓ ଶ୍ୟାମଳ; ବକଳ ରୃଷ୍ଣାଭ; ଫୁଲ ଚାରିପାଖୁଡ଼ିଆ, ଧଳା ଓ ସୁଗନ୍ଧ; ଜୈଷ୍ଠ ମାସରେ ଫୁଲ ପୁଟେ; ଫଳ ପାଚିଲେ ହଳଦିଆ; ଫଳର ବୀଜ ଗୋଟାଳି ପରି ଗୋଲ ଓ ତାହା ଭାଙ୍ଗିଦେଲେ ତାହିଁ ମଧ୍ୟରୁ ଯେଉଁ ଗୋଟାଳିପରି ଶସ ବାହାରେ ସେ ଶସକୁ ପେଡ଼ିଲେ ତେଲ ବାହାରେ ଏ ତେଲ ଗନ୍ଧାଏ ଓ ଏଥିରେ ଦୀପ ଜଳେ ପୋଡ଼ା ଘାଆରେ ଓ ତେଲ ଲଗାଇଲେ ବିଶେଷ ଉପକାର ହୁଏ ପୁନ୍ନାଗ ତେଲ ବାତରୋଗ ଓ ମେହରୋଗର ଔଷଧ ଏବଂ ଏତିରେ ଛେଲି ପଚାଘାଆର ଔଷଧରୂପେ ବ୍ୟବହୃତ ହୁଏ ସଂସ୍କୃତରେ 'ପୁନ୍ନାଗ' ଶବ୍ଦ ମଧ୍ୟ 'ଛୁରିଅନା' ଗଛ ପ୍ରଯୁକ୍ତ ହୁଏ]

୨. ପୁରୁଷଶ୍ରେଷ୍ଠ —୨. Chief amongst men (compared to an elephant).

ବିନୟପଦହିଁ ରାଗଯୋଗରେ ଭକତ ବଶୀକୃତ ପୁନ୍ନାଗକୁ ବହିତ ସ୍ଥକିତ—ଭଞ୍ଜ, ବୈଦେହୀଶବିଳାସ

୩. ଅଣ୍ଡିରା ସାପ —୩. A male serpent.
୪. ଅଣ୍ଡିରା ହାତୀ —୪. A male elephant.
୫. ନାଗକେଶର (ଦୋଖ) ୫. Nāgakeṡara (See)
୬. ଶ୍ୱେତ କମଳ (ହିନ୍ଦୀ - ଶ) —୬. White lotus.
୭. ଜାଈଫଳ (ହିନ୍ଦୀ - ଶ) —୭. Nutmeg.