ପୁରାତନ

ଉଇକିଅଭିଧାନ‌ରୁ

ପୁରାତନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୁରାତନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଣ—(ପୁରା—ଭାବାର୍ଥେ. ତନ)[ସମ୍ପାଦନା]

୧. ପ୍ରାଚୀନ; ବୃଦ୍ଧ — ୧. Old; aged.
୨. ବହୁ ପ୍ରାଚୀନ —୨. Ancient.
୩. ଅନାଦି — ୩. Existing from time immemorial.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିଷ୍ଣୁ (ହିନ୍ଦୀ - ଶ.) —୧. Bish ṇu.
୨. ପ୍ରାଚୀନ କାହାଣୀ — ୨. An ancient story (Apte)