Jump to content

ପୁରିଆ

ଉଇକିଅଭିଧାନ‌ରୁ

ପୁରିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଅନାଦରାର୍ଥ) ପୁରୁଷୋତ୍ତମ ନାମକ ବ୍ୟକ୍ତିକୁ ଡାକିବା ନାମ —Name for calling a person named Purushottama.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପୁରୀ ସହର ବା ଜିଲ୍ଲାର ଅଧିବାସୀ — ୧. Inhabitant of Puri District or town.
୨. ପୋରିଆ (ଦେଖ) - —୨. Poriā (See)