ପୁରୀ

ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ବିଶେଷ

  1. ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶାର ଏକ ସହର ।ପୁରୀ

ଉଚ୍ଚାରଣ[ସମ୍ପାଦନା]

$1

  • (file)
  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୂର+ ସ୍ତ୍ରୀ. ଈ)[ସମ୍ପାଦନା]

୧. ନଗର; ନଗରୀ — ୧. Town.
୨. ବାସସ୍ଥାନ; ଭବନ; ଗୃହ —୨. House; habitation.
୩. ଦେହ; ଶରୀର —୩. Body.
୪. ପ୍ରାସାଦ —୪. palace; building.
୫. ଦୁର୍ଗ —୫. Stronghold (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଜଗନ୍ନାଥ ପରୀ) ପୁରୁଷୋତ୍ତମ କ୍ଷେତ୍ର; ପୁରୀ ସହର ଓ ଜିଲ୍ଲା —୧. The district and town of Puri on the Orissa coast.
୨. ଦଶନାମୀ ସନ୍ନ୍ୟାସୀମାନଙ୍କର ଉପାଧିବିଶେଷ — ୨. A title of Daṡanāmī sannyāsis.
୩. ପୂରି (ଦେଖ) - —୩. Puri (See)