ପୁରୁକୁତ୍ସ
ମାନ୍ଧାତାଙ୍କ ପୁତ୍ର — Name of a king; son of Māndhātā.
[ଦ୍ରଷ୍ଟବ୍ୟ —ଏହାଙ୍କର ମାନସୀ କନ୍ୟା ନର୍ମଦା ଋଷିଶାପଗ୍ରସ୍ତା ହୋଇ ନଦୀତ୍ୱ ପ୍ରାପ୍ତ ହୋଇଥିଲେ ହରିବଂଶ ରୁଦ୍ଦେଦରେ ଅଛି ଯେ ଦସ୍ୟୁ ନଗର ଧ୍ୱଂସ କରିବା ବିଷୟରେ ଇନ୍ଦ୍ର ଏହାଙ୍କ ସହାୟତା କରିଥିଲେ ହିନ୍ଦୀ - ଶବ୍ଦସାଗର]