ପୁରୁବା ପୂରୁରୀ
ଦେଖଣା
ପୁରୁବା ପୂରୁରୀ
ଉଚ୍ଚାରଣ
[ସମ୍ପାଦନା]ପୁରବା ପୁରବୀ,ପୁରବା ପୂରୁବୀଅନ୍ୟରୂପ
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବହୁକାଳରୁ ପ୍ରଚଳିତ — ୧. Obtaining since a long time.
- ୨. ଅତି ପ୍ରାଚୀନ — ୨. Very old; ancient.
- ୩. ପିତୃପୈତାମହିକ; ପୈତୃକ —୩. Ancestral.
ବିଶେଷ୍ୟ -
[ସମ୍ପାଦନା]ପୂର୍ବପୁରୁଷ ଗଣ; ବଡ଼ବଡ଼ୁଆ — One's ancestors; forefathers.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ପୁରୁଷାନୁକ୍ରମେ —୧. For generations.
- ୨. ଆବହମାନ କାଳରୁ —୨. From time immemorial.