ପୁର୍ ପୁରିଆ

ଉଇକିଅଭିଧାନ‌ରୁ

ପୁର୍ ପୁରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୁରୁପୁରିଆ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ).ବିଶେଷଣ -[ସମ୍ପାଦନା]

ଉସୁଆଁ ହୋଇଥିବା ଯେଉଁ ଧାନକୁ କୁଟିବା ପୂର୍ବରୁ ଖରାରେ ଶୁଖାଇବା ଅବସ୍ଥାରେ ତହିଁର ଉପର ପ୍ରସ୍ଥ ଅତ୍ୟଧିକ ଭାବରେ ଶୁଖି ଯାଇଥାଏ —Par-bolied paddy of which the skin has peeled off.