ପୁଷ୍ୟ
ଦେଖଣା
ପୁଷ୍ୟ
ଉଚ୍ଚାରଣ
[ସମ୍ପାଦନା](ପୁଷ୍ୟା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପୁଷ୍ ଧାତୁ +କର୍ତ୍ତୃ. ଯ)
[ସମ୍ପାଦନା]- ୧. ୨୭: ଗୋଟି ନକ୍ଷତ୍ର ମଧ୍ୟରୁ ୮ ମ ନକ୍ଷତ୍ର; ସମବାହୁ ତ୍ରିଭୁଜ ପରି ୩ଟି ତାରାର ମଝିରେ ଥିବା କ୍ଷୀଣ ନକ୍ଷତ୍ରପୁଞ୍ଜ — ୧. The ୮th lunar astreism; the Asses and the Manger.
[ଦ୍ରଷ୍ଟବ୍ୟ —ନକ୍ଷତ୍ର ତଳେ ନୋଟ୍ ଦେଖ]
- ୨. ପୌଷମାସ —୨. The lunar month of p&aline;&uline;sha (December and January)
- ୩. କଳିଯୁଗ —୩. The Kaḻi of fourth age of the world.
ଅନୁବାଦ
[ସମ୍ପାଦନା]ପୁଷ୍ୟ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପୁଷ୍ପ)
[ସମ୍ପାଦନା]- ୧. ଫୁଲ —୧. Flower.
- ୨. ସ୍ତ୍ରୀ ରଜଃ —୨. The menses of females.
ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -
[ସମ୍ପାଦନା]ପୋଷ୍ୟ (ପୁତ୍ର) — Adopted (Son)