Jump to content

ପୁହାଁରା

ଉଇକିଅଭିଧାନ‌ରୁ

ପୁହାଁରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର)—ବି

[ସମ୍ପାଦନା]

ଧାନ ଗଛର କେଣ୍ଡାକୁ ନଷ୍ଟ କରିବା ଏକକ ପ୍ରକାର ପୋକ —A kind of insect that destroys the ears of paddy plants.