ପୂର୍ବରୁ

ଉଇକିଅଭିଧାନ‌ରୁ

ପୂର୍ବରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ପୂର୍ବାତ୍)[ସମ୍ପାଦନା]

୧. ପୂର୍ବ ଦିଗରୁ —୧. From the east.
୨. ପ୍ରଥମ ଆରମ୍ଭରୁ — ୨. From the beginning.
୩. ଅତୀତ କାଳରୁ —୩. From before.
୪. ଏଥିର ଆଗେ —୪. Previously.
୫. ଆଗହୁଁ —୫. Beforehand.