ପୂର୍ବ ପ୍ରଥା

ଉଇକିଅଭିଧାନ‌ରୁ

ପୂର୍ବ ପ୍ରଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୂର୍ବ ରୀତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପୂର୍ବ କାଳରୁ ଚଳି ଆସୁଥିବା ପ୍ରଥା ବା ଆଚାର — ୧. Custom obtaining from time immemorial.
୨. ଆଗକାର ଢଙ୍ଗ —୨. Previous custom.
୩. ମରହଟ୍ଟୀ ଢଙ୍ଗ —୩. Obsoletecustom.