ପୃଥ୍ୱୀ

ଉଇକିଅଭିଧାନ‌ରୁ

ପୃଥ୍ୱୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୃଥୁ=ରାଜା+କନ୍ୟାର୍ଥେ ଈ)[ସମ୍ପାଦନା]

୧. ପୃଥିବୀ ଇତ୍ୟାଦି (ଦେଖ) - ୧. Pṛuthibī etc (See)
୨. କଳାଜୀରା —୨. Black cumin seed.
୩. ହିଙ୍ଗୁ ପତ୍ରୀ; ବାଉଁଶ ପତ୍ରିଆ ଘାସ — ୩. A kind of grass.
୪. ୧୭: ଅକ୍ଷରିଆ ଛନ୍ଦୋବିଶେଷ — ୪. A metre of ୧୭ letters.
୫. ପୁନର୍ନବା; ପୁରୁଣୀ ଶାଗ —୫. The hog weed.
୬. ମାଟି; ମୃତ୍ତିକା —୬. The soil.
୭. ବଡ଼ ଅଳେଇଚ (ହିନ୍ଦୀ - ଶ) —୭. Cardamom