ପୃଷତ
ଦେଖଣା
ପୃଷତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁଷ୍ ଧାତୁ+କର୍ମ ଅତ)
[ସମ୍ପାଦନା]- ୧. ଜଳାଦିର ବିନ୍ଦୁ — ୧. Drop of liquid.
- ୨. ବାହୁଟିଆ; ଶ୍ୱେତ ବିନ୍ଦୁଯୁକ୍ତ ମୃଗ; ଚିତ୍ରମୃଗ — ୨. The white-spotted deer.
- ୩. ଭରଦ୍ୱାଜ ମୁନିଙ୍କ ପୁତ୍ର — ୩. The son of sage Bharadwāja.
- ୪. ଦ୍ରୁପଦ ରାଜାଙ୍କ ପିତା — ୪. The father of king Drupada.
- ୫. ସର୍ପବିଶେଷ (ହିନ୍ଦୀ - ଶବ୍ଦସାଗର) — ୫. A kind of snake.
- ୬. ରୋହିମାଛ (ହିନ୍ଦୀ - ଶ) —୬. Rohi fish.