Jump to content

ପୃଷ୍ଠ ପୋଷିତ

ଉଇକିଅଭିଧାନ‌ରୁ

ପୃଷ୍ଠ ପୋଷିତ

ଉଚ୍ଚାରଣ

[ସମ୍ପାଦନା]
(ପୃଷ୍ଠ ପୋଷିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅନ୍ୟଦ୍ୱାରା ପଛଆଡ଼ୁ ସାହାଯ୍ୟ ପ୍ରାପ୍ତ; ଉତ୍ସାହ—ଦ୍ୱାରା ସାହାଯ୍ୟ ପ୍ରାପ୍ତ —Supported from behind; patronized.