ପେଗୁ
ଦେଖଣା
ପେଗୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପୟଗୁ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ବ୍ରହ୍ମଦେଶର ବିଭାଗ ଓ ସହର — ୧. The dicision and town Pegu in lower Burma.
[ ଦ୍ର—ଏହି ମଗର ରେଙ୍ଗୁନର ଉତ୍ତର ପୂର୍ବରେ ଓ ସିଭାଙ୍ଗ ନଦୀ କୂଳରେ ଅବସ୍ଥିତ]
- ୨. ବ୍ରହ୍ମଦେଶୀୟ ଉତ୍କୃଷ୍ଟ ଘୋଡ଼ା ବା ତଟ୍ଟୁ — ୨. A pegu pony; Burmese pony.