ପେଚା ଆଖିଆ

ଉଇକିଅଭିଧାନ‌ରୁ

ପେଚା ଆଖିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପେଚା ଆଖେଈ—ସ୍ତ୍ରୀ)
  • (file)

ଦେଶଜ - ବିଶେଷଣ - ପୁଂ[ସମ୍ପାଦନା]

ପେଚା ପରି ଗୋଲ ଆଖିଯୁକ୍ତ — Owl-eted.

ପ୍ରାଦେଶିକ - (ଯାଜପୁର) ବିଶେଷଣ -[ସମ୍ପାଦନା]

୧. କୌଣସି କାର୍ଯ୍ୟ ଯେଉଁ ରୂପରେ ଆବବ୍ଧ ହୋଇଥିଲା ତାହା ଛଡ଼ା ଅନ୍ୟ ଏକ ରୂପ ଧାରଣ କରିବା (ଅବସ୍ଥା) —୧. (a matter) Taking a from or turn different from the original plan or from towards which it had been progressing.
୨. ବିଗିଡ଼ିଯିବା (କାର୍ଯ୍ୟ); କାଞ୍ଜିଆ ହୋଇଯିବା (ଉଦ୍ୟମ) — ୨. Spoiled; frustrated.

(ଯଥା—ମୋ ଚାକିରି ଉଦ୍ୟମଟା ପେଚା ଆଖିଆ ହୋଇଗଲା )