ପେଚା ଆଖିଆ
ଦେଖଣା
ପେଚା ଆଖିଆ
ଉଚ୍ଚାରଣ
[ସମ୍ପାଦନା](ପେଚା ଆଖେଈ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - ପୁଂ
[ସମ୍ପାଦନା]ପେଚା ପରି ଗୋଲ ଆଖିଯୁକ୍ତ — Owl-eted.
ପ୍ରାଦେଶିକ - (ଯାଜପୁର) ବିଶେଷଣ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ଯେଉଁ ରୂପରେ ଆବବ୍ଧ ହୋଇଥିଲା ତାହା ଛଡ଼ା ଅନ୍ୟ ଏକ ରୂପ ଧାରଣ କରିବା (ଅବସ୍ଥା) —୧. (a matter) Taking a from or turn different from the original plan or from towards which it had been progressing.
- ୨. ବିଗିଡ଼ିଯିବା (କାର୍ଯ୍ୟ); କାଞ୍ଜିଆ ହୋଇଯିବା (ଉଦ୍ୟମ) — ୨. Spoiled; frustrated.
(ଯଥା—ମୋ ଚାକିରି ଉଦ୍ୟମଟା ପେଚା ଆଖିଆ ହୋଇଗଲା )