ପେଚ ଜନ୍ତା
ଦେଖଣା
ପେଚ ଜନ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପେଚ ଜନ୍ତା
|
ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)
[ସମ୍ପାଦନା]ଅଳଙ୍କାରର ନାଡ଼ରେ ବା ସାଧା କଣ୍ଟାରେ ପେଚର ଘରା କରିବା ପାଇଁ ଛିଦ୍ର ଥିବା ଇଷ୍ପାତ ଦଣ୍ଡରେ ବା ପତ୍ରରେ ତିଆରି ହତିଆର —An instrument of steel for turning nails or pins into screws.
[ ଦ୍ର—ଏହି ଜନ୍ତାରେ ଥିବା ଛିଦ୍ରକୁ ପେଚର ଅଭିପ୍ରେତ ଆକାର ଅନୁସାରେ ବଡ଼ ଓ ସାନ କରାଯାଇ ପାରେ କଣ୍ଟାର ମୁନକୁ ଉକ୍ତ ଜନ୍ତାର ଛିଦ୍ର ମଧ୍ୟରେ ପୁରାଇ ଜନ୍ତାକୁ ଘୁରାଇଲେ କଣ୍ଟାର ଦେହରେ ପେଚର ଘରା କାଟି ହୋଇଯାଏ ]