ପେଜ

ଉଇକିଅଭିଧାନ‌ରୁ

ପେଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେୟ)[ସମ୍ପାଦନା]

ରନ୍ଧା ଭାତର ଫେଣ; ଭାତ ରାନ୍ଧିଲେ ଯେଉଁ ଫେନମୟ ଜଳ ବାହାରେ —Water let down from a pot of boiling rice; foam-broth of boiling rice; scum of boiled rice.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

ଭାତ; ପକ୍ୱାନ୍ନ —Boiled rice.

(ବସ୍ତର ଓ ଜୟପୁର)—ଜାଉ —Rice-gruel.

(ସମ୍ୱଲପୁର ଓ ଲରିଆ ଭାଷା)—ପଖାଳ —Moistened boiled rice.

(ଯଥା—ତଏଁ ପେଜ୍ ଥଓନ୍କା ?= ତୁମ୍ଭେ ପଖାଳ ଖାଇଲଣି କି ?)