Jump to content

ପେଟଫୁଲା ଶାଗ

ଉଇକିଅଭିଧାନ‌ରୁ

ପେଟଫୁଲା ଶାଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ପାଣିକୂଲରେ ଜନ୍ମୁଥିବା ଶ୍ୱେତବର୍ଣ୍ଣ ପତ୍ରଯୁକ୍ତ କ୍ଷୁଦ୍ର ଶାକବିଶେଷ — A kind of aquatic pot herb.

[ଦ୍ରଷ୍ଟବ୍ୟ —ଏହାକୁ ଖାଇଲେ ପେଟ ଫୁଲାଏ ବୋଲି ଲୋକେ ଭୟରେ ଖାଆନ୍ତି ନାହିଁ ଏହା ଦେଖିବାକୁ ପିତାଶାଗ ପରି]