ପେଟରେ ଧରିବା
ଦେଖଣା
ପେଟରେ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପେଟରେ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭ୍ରୂଣକୁ ଗର୍ଭରେ ଧାରଣ କରିବା — ୧. To bear a fœtus in womb.
- ୨. ଆପଣାର ଭିତରେ ବିଦ୍ୟା ବା ବୁଦ୍ଧି ଧାରଣ କରିବା — ୨. To have learning in one's stomach; to have one's stomach full of knowledge; to know many a thing.