ପେଡ଼ି

ଉଇକିଅଭିଧାନ‌ରୁ

ପେଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେଟିକା; ପେଡ଼ା)[ସମ୍ପାଦନା]

୧. ମଞ୍ଜୁଷା; କାଠର ବା ବାଉଁଶର ଆବରଣଯୁକ୍ତ ଆଧାର — ୧. A basket with a lid.
୨. (ସଂସ୍କୃତ - ପିଣ୍ଡ; ପୀଠ) ଚନ୍ଦନ ପେଡ଼ି —୨. A stone slab to grind sandal wood into paste.

ପ୍ରାଦେଶିକ - (୚ଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ବାକ୍ସ —A box.