ପେଡ଼ି
ଦେଖଣା
ପେଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପେଟିକା; ପେଡ଼ା)
[ସମ୍ପାଦନା]- ୧. ମଞ୍ଜୁଷା; କାଠର ବା ବାଉଁଶର ଆବରଣଯୁକ୍ତ ଆଧାର — ୧. A basket with a lid.
- ୨. (ସଂସ୍କୃତ - ପିଣ୍ଡ; ପୀଠ) ଚନ୍ଦନ ପେଡ଼ି —୨. A stone slab to grind sandal wood into paste.
ପ୍ରାଦେଶିକ - (ଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବାକ୍ସ —A box.