ପେଡ଼ି ଭୋଗ

ଉଇକିଅଭିଧାନ‌ରୁ

ପେଡ଼ି ଭୋଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ଥିବା ସମୟରେ ଦୂରବର୍ତ୍ତୀ ଗ୍ରାମର ଲୋକମାନେ ପେଡ଼ିରେ ଯେଉଁ ମିଷ୍ଟାନ୍ନ ନୈବେଦ୍ୟ ପଦାର୍ଥମାନ ବହି ନେଇ ସେହି ପେଡ଼ି ସହିତ ଭୋଗ ଲଗାନ୍ତି — Sweets carried in cane boxes from a distance and offered to the Deities Jagannātha, which on cars Baḻabhadra and Subhadrā during the car festival in Puri.