ପେଣ୍ଡା
ଦେଖଣା
ପେଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ପନ୍ତି ବା ପିଣ୍ଡ)
[ସମ୍ପାଦନା]- ୧. ସ୍ତବକ; ଗୋଛା; ଥୋପା; ଗୁଚ୍ଛ —୧. Cluster.
ତହିଁରେ ଚନ୍ଦ୍ରାତପ ଟଣା ହୋଇଅଛି ପେଣ୍ଡା ପେଣ୍ଡା ହେ ଇଣ ମୁକୁତା ଲମ୍ୱିଛି— କୃଷ୍ଣସିଂହ. ମହାଭାରତ. ଆଦି
- ୨. ବିଡ଼ା —୨. Sheaf.
- ୩. ଫଳର ପେନ୍ଥା ବା କାନ୍ଦୀ — ୩. A bunch of fruits coming out of one stem.
- ୪. କଦଳୀ ଫଳର ଫେଣା — ୪. A cluster of plantain-fruits.
ଅନୁବାଦ
[ସମ୍ପାଦନା]ପେଣ୍ଡା
|
ବି—(ସଂସ୍କୃତ - ପିଣ୍ଡି)
[ସମ୍ପାଦନା]ଗୋଡ଼ର ଆଣ୍ଠୁତଳଠାରୁ ବଳାଗଣ୍ଠି ପର୍ଯ୍ୟନ୍ତ ଅଶର ମାଂସଳ ସ୍ଥାନ; ଭଣ୍ଡା — The calf of the leg.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ଧାନର କେଣ୍ଡା — An ear of paddy.