ପେନ୍ଦ
ଦେଖଣା
ପେନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡ; ପଦ୍ମ; ପଦ୍ମ କଳିକା ସଦୃଶ ଆକାର ଓ ବର୍ଣ୍ଣ ଥିବାରୁ; ଅନ୍ୟ ସଂସ୍କୃତ - ନାମ ଯୋନିକନ୍ଦ)
[ସମ୍ପାଦନା]- ୧. (ଅଶ୍ଳୀଳ) ସ୍ତ୍ରୀ ମାନଙ୍କ ଯୋନିଭ୍ରଂଶ ରୋଗ; ସ୍ତ୍ରୀ ଲୋକମାନଙ୍କର ଜନନେନ୍ଦ୍ରିୟ ବାଟେ ଖସି ପଡ଼ିଥିବା ଜରାୟୁ ବା ପଦ୍ମ —
୧. The fart; strangulated uterus; prolapse of the uterus; polypus of the uterus; Ventris Crepitus.
- ୨. ପୁରୁଷମାନଙ୍କ ଗୁହ୍ୟ ଦ୍ୱାର ବାଟେ ବାହାରି ପଡ଼ିଥିବା ମାଂସପିଣ୍ଡ; ଗୁଦଭ୍ରଂଶ ରୋଗ — ୨. Prolapse of the rectum.