Jump to content

ପେନ୍ଦ

ଉଇକିଅଭିଧାନ‌ରୁ

ପେନ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଣ୍ଡ; ପଦ୍ମ; ପଦ୍ମ କଳିକା ସଦୃଶ ଆକାର ଓ ବର୍ଣ୍ଣ ଥିବାରୁ; ଅନ୍ୟ ସଂସ୍କୃତ - ନାମ ଯୋନିକନ୍ଦ)

[ସମ୍ପାଦନା]
୧. (ଅଶ୍ଳୀଳ) ସ୍ତ୍ରୀ ମାନଙ୍କ ଯୋନିଭ୍ରଂଶ ରୋଗ; ସ୍ତ୍ରୀ ଲୋକମାନଙ୍କର ଜନନେନ୍ଦ୍ରିୟ ବାଟେ ଖସି ପଡ଼ିଥିବା ଜରାୟୁ ବା ପଦ୍ମ —
୧. The fart; strangulated uterus; prolapse of the uterus; polypus of the uterus; Ventris Crepitus.

୨. ପୁରୁଷମାନଙ୍କ ଗୁହ୍ୟ ଦ୍ୱାର ବାଟେ ବାହାରି ପଡ଼ିଥିବା ମାଂସପିଣ୍ଡ; ଗୁଦଭ୍ରଂଶ ରୋଗ — ୨. Prolapse of the rectum.