Jump to content

ପେରୁ

ଉଇକିଅଭିଧାନ‌ରୁ

ପେରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ପୀ. ଧାତୁ= ପିଇବା+କର୍ତ୍ତୃ. ରୁ)

[ସମ୍ପାଦନା]
୧. ସମୁଦ୍ର — ୧. Ocean.
୨. ଅଗ୍ନି —୨. Fire.
୩. ସୂର୍ଯ୍ୟ —୩. The sun.
୪. ସ୍ୱର୍ଣ୍ଣାଦ୍ରି; ସ୍ୱର୍ଣ୍ଣଗିରି; ମେରୁଗିରି — ୪. The mythological Golden monutain.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ରକ୍ଷାକାରୀ (ହିନ୍ଦୀ - ଶ.) — ୧. Protecting; saving.
୨. ପୂରଣକାରୀ (ହିନ୍ଦୀ - ଶ.) —୨. Filling up.

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. (ଦକ୍ଷିଣ ଆମେରିକାର ପେରୁଦେଶର ନାମରୁ; ତୁଳ. ଫାରାସୀ - ପୀଲ୍=କୁକୁଡ଼ା)—ଆମେରିକାରୁ ପ୍ରଥମେ ଆନୀତ ଗୃହପାଳିତ ବୃହଦାକାର କୁକ୍କୁଟ ବିଶେଷ ୧. A Turkey cock.
୨. ଦକ୍ଷିଣ ଆମେରିକାର ଦେଶବିଶେଷ — ୨. Peru, a country of South America.