ପେରୋଜ
ଦେଖଣା
ପେରୋଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଫାରାସୀ - ଫୀରୋଜା; ସଂସ୍କୃତ - ପେରୋଜମ୍; ହରିତାସ୍ମ; ପେଜର ଓ ତୁରଷ୍କମଣି)
[ସମ୍ପାଦନା]ତୁରଷ୍କମଣି; ପାରସ୍ୟ ଦେଶୀୟ ନୀଳ ହରିଦ୍ୱର୍ଣ୍ଣ ଉପରତ୍ନବିଶେଷ — Torquois (a minor gem).
[ଦ୍ରଷ୍ଟବ୍ୟ —ଏହା ଦୁଇ ପ୍ରକାରର ଏକ ପ୍ରକାରର ରଙ୍ଗ ସବୁଜ ଓ ଅନ୍ୟର ରଙ୍ଗ ପାଉଁଶିଆ ଏହାର ଭସ୍ମ ଔଷଧରେ ଲାଗେ ]