ପେଲା

ଉଇକିଅଭିଧାନ‌ରୁ

ପେଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

(ପେଲେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ପୀଡ଼ନ)[ସମ୍ପାଦନା]

୧. ଯେ ଅତ୍ୟଧିକ ବା ହଦମ୍ ପେଲେ — ୧. Given to too much pushing; pushing too much or too often.

ଆଗ ଚଲା, ପର ଗାଈ ଦୁହା, ଗାଣ୍ଡି ପେଲା ଏ ତିନି ଜଣ ଜୀଇଁ ଥାଉଁ ଥାଉଁ ମଲା—ଢଗ

୨. ଯେ ପେଲେ ବା ଠେସେ — ୨. Pushing.
୩. (ଅଶ୍ଳୀଳ) ପୁଂ—ଅତି କାମୁକ; ଲମ୍ପଟ — ୩. (indecent) Lecherous.
୪. ଆଦେଶ ଲଙ୍ଘନକାରୀ —୪. Disobedient.


ବିଶେଷ୍ୟ -[ସମ୍ପାଦନା]

୧. କଇଞ୍ଚିଆ; ଚାଳ ଘରେ ତୁଳିଆ ଖୁଣ୍ଟ ଦିଆ ନ ଯାଇ ଦୁଇ ପାଖ କାନ୍ଥ ଅଧରୁ ମଥାନ ମଝିକୁ କର୍ଣ୍ଣ ବାଗରେ ଯେଉଁ ବାଉଁଶ ବା କାଠଦ୍ୱୟ ଡ଼େରା ଯାଇ ମଝିରେ ଶିଖର ଦେଶରେ ପରସ୍ପର ସହିତ ଲାଗିଥାଏ —୧. Two poles in the shape of the handles of scissors which sustain the ridge-plate of a thatched house and are set diogonally on the middle of the side walls.

[ଦ୍ରଷ୍ଟବ୍ୟ —ଏହି ପେଲା ଦ୍ୱୟର ଛକି ତୁଳିଆ ଖୁଣ୍ଟର କାର୍ଯ୍ୟ କରେ ଓ ଏହି ଛକିକୁ କଇଁଚି କୁହାଯାଏ ]

୨. ପାଣି ନାଳକୁ ବନ୍ଧାଇ ମାଛ ପାଇଁ ବନ୍ଧରେ ଦିଆ— ଯିବା ଆଡ଼ (ଆଡ଼ କାଠ)କୁ ସ୍ରୋତ ମାଡ଼ି ବା ପେଲି ନ ଦେବା ଏଥିପାଇଁ ସ୍ରୋତର ବିପରୀତ ଆଡ଼ୁ ଲଗାଯିବା ଠିଆ — ୨. A prop put behind the cross-beam ofa dam to bear the brunt of the forcing current.
୩. ଠେସ; ଠିଆ —୩. A prop
୪. ପେଲିବା କର୍ମ — ୪. The act of pushing.
୫. ଶ୍ୱାସ ରୋଗଜନିତ ଅଙ୍ଗବିକ୍ଷେପ — ୫. Spasm; convulsion due to asthma.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ଦଣ୍ଡ ବା କୁସ୍ତି — Gymnastic exercise; dand.

=== ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଳୀଳ; ପୁରୁଷ ପକ୍ଷରେ ପ୍ରଯୁକ୍ତ) —(indecent)

ମୈଥୁନ ଉପଲକ୍ଷରେ ସ୍ତ୍ରୀକୁ ବାରମ୍ୱାର ଠେସିଁବା କର୍ମ — Act of giving repeated pushes to a woman. by a male during coition.