ପେଲାଇବା
ଦେଖଣା
ପେଲାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପୀଡ଼୍ ଧାତୁ)
[ସମ୍ପାଦନା]- ୧. ପେଲିବା କ୍ରିୟାର ଣିଜନ୍ତି ରୂପ — ୧. The causative from Pelibā
- ୨. ଅନ୍ୟ ବ୍ୟକ୍ତିଦ୍ୱାରା ପେଲିବା କାର୍ଯ୍ୟ କରାଇବା — ୨. To cause another person to do the pushing.
- ୩. (କବାଟକୁ) ଆଉଜାଇବା — ୩. To turn a door in.
- ୪. ମେଲା ହୋଇଥିବା କବାଟକୁ ବନ୍ଦ କରିବା — ୪. To shut a door.
- ୫. (ଅଶ୍ଳୀଳ, ସ୍ତ୍ରୀ ପକ୍ଷରେ ପ୍ରଯୁକ୍ତ) ପୁରୁଷଦ୍ୱାରା ନିଜକୁ ସଙ୍ଗମ କରାଇବା —୫. (slang) To submit to sexual intercourse (said of a woman.)
ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ -
[ସମ୍ପାଦନା]ଫିଙ୍ଗିବା; ଫୋପାଡ଼ି ଦେବା — To throw away.