ପେଲେଇବା

ଉଇକିଅଭିଧାନ‌ରୁ

ପେଲେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପୀଡ଼୍ ଧାତୁ)[ସମ୍ପାଦନା]

୧. ପେଲିବା କ୍ରିୟାର ଣିଜନ୍ତି ରୂପ — ୧. The causative from Pelibā
୨. ଅନ୍ୟ ବ୍ୟକ୍ତିଦ୍ୱାରା ପେଲିବା କାର୍ଯ୍ୟ କରାଇବା — ୨. To cause another person to do the pushing.
୩. (କବାଟକୁ) ଆଉଜାଇବା — ୩. To turn a door in.
୪. ମେଲା ହୋଇଥିବା କବାଟକୁ ବନ୍ଦ କରିବା — ୪. To shut a door.
୫. (ଅଶ୍ଳୀଳ, ସ୍ତ୍ରୀ ପକ୍ଷରେ ପ୍ରଯୁକ୍ତ) ପୁରୁଷଦ୍ୱାରା ନିଜକୁ ସଙ୍ଗମ କରାଇବା —୫. (slang)To submit to sexual intercourse (said of a woman.)

ପ୍ରାଦେଶିକ - (ମେଦିନୀପୁର)କ୍ରିୟାପଦ -[ସମ୍ପାଦନା]

ଫିଙ୍ଗିବା; ଫୋପାଡ଼ି ଦେବା — To throw away.