ପେଶବା

ଉଇକିଅଭିଧାନ‌ରୁ

ପେଶବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପେଶୁଆ, ପେଶୋଆ, ପେଶ୍ୱା—ଅଇନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପେଶବା=ନେତା)[ସମ୍ପାଦନା]

୧. ମହାରାଷ୍ଟୀୟ ସେନାପତି ବା ନାୟକ — ୧. A commander-in-chief or leader of the Marhattas.
୨. ପୁରୋହିତ —୨. Priest.
୩. ମହାରାଷ୍ଟ୍ର ସାମ୍ରାଜ୍ୟରେ ପ୍ରଧାନ ମନ୍ତ୍ରୀଙ୍କ ଉପାଧି — ୩. The title of the prime minister of the Marhatta kingdom; peishwa.

[ଦ୍ରଷ୍ଟବ୍ୟ — ଶିବଜୀଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟାୟ ଅଷ୍ଟାଦଶ ଶତାଦ୍ଦିରେ ଆଦ୍ୟଭାଗରେ ସତାରାରେ ରାଜତ୍ୱ କରୁଥିବା ଶିବାଜୀଙ୍କ ବଂଶଧିଚମାନଙ୍କ ନାମରେ ଶାସିତ ମରହଟ୍ଟା ରାଜ୍ୟ ୮ ଜଣ ପ୍ରଧାନ ବା ମନ୍ତ୍ରୀଙ୍କ ପରାମର୍ଶରେ ଚାଳିତ ହେଉଥିଲା ଏ ଆଠଜଣଙ୍କ ମଧ୍ୟରେ ମୂଖ୍ୟ— ପ୍ରାଧାନ ବା ପ୍ରଧାନମନ୍ତ୍ରୀଙ୍କର 'ପେଶଡ଼ା'ଉପାଧି ଥଲା ଓ କାଳକ୍ରମେ ଏ ଉପାଧି ଓ ରାଜକର୍ମ ବଂଶଗତ ହେଲା ପେଶବା ମାନଙ୍କ ରାଜଧାନୀ ପୁନାରେ ତିଲା କୋଙ୍କଣ ଦେଶବାସୀ ଜଣେ ମରହଟ୍ଟୀ ବ୍ରାହ୍ମଣ ବାଲାଜୀ ବିଶ୍ୱନାଥ ପ୍ରଥମେ ପେଶବା ହେଲେ (ଖ୍ରୀ.୧୭୧୪-୧୭୨): ଏ ମୋଗଲ ବାଦସାହାଙ୍କ ସଙ୍ଗେ ସନ୍ଧ କରି ଦାକ୍ଷିଣାତ୍ୟରହେ ୬ଟି ସୁବାରୁ ଚଉଥ ଆଦାୟ କରିବାର, ପୁନାରେ ସ୍ୱାଧୀନ ରାଜ୍ୟ କରିବାରେ ଓ ଏହି ରାଜଗୀ ତାଙ୍କର ବଂଶାନୁଗତ ହେବାର ବ୍ୟବସ୍ଥା କରାଇ ନେଲେ ବାଲାଜୀଙ୍କ ପୁ ବାଜି ରାଓ ପିତାଙ୍କ ଅନ୍ତେ ପେଶଡ଼ା ହେଲେ (ଖ୍ରୀ. ୧୭୨-୧୭୪: ଏ ମୋଗଲମାନଙ୍କଠାରୁ ମାଲବଆଦି ଗୁଡ଼ିଏ ରାଜ୍ୟ ଜୟ କଲେ ଓ ପର୍ଟୁଗୀଜ୍ମାନଙ୍କଠାରୁ ବେସୀନ୍ ଜୟ କଲେ ତାଙ୍କ ପୁଅ ବାଲାଜୀ ବାଜୀ ରାଓ ପେଶବା ହେଲେ (ଖ୍ରୀ.୧୭୪-୧୭୬୧: ) ଏହାଙ୍କ ଅମଳରେ ବରୋଦାରେ ଗାଇକବାଡ଼, ବେରାରରେ ଭୋଁସଲ ମରହଟ୍ଟା ରାଜ୍ୟମାନ ସ୍ଥାପିତ ହେଲା ୧୭୪୯:ରେ ସତାରାରେ ମରହଟ୍ଟା ରାଜା ସାହୁ ନିଜର ଉଇଲ୍ଦ୍ୱାରା ବାଲାଜୀ ବାଜି ରାଓଙ୍କୁ ସମସ୍ତ ମରହଚ୍ଚା ରାଜ୍ୟର ରାଜା ମନୋନୀତ କଲେ ସେହି ଦିନଠାରୁ ପେଶଡ଼ା ମାନେ ସ୍ୱାଧୀନ ମରହଟ୍ଟା ରାଜା ହେଲେ ଓ ପୁନା ତାଙ୍କର ରାଜଧାନୀ ହେଲା ଏହାଙ୍କ ସୈନ୍ୟମାନେ ୩ୟ ପାଣିପଥ ଯୁଦ୍ଧରେ ଆଫଗାନିସ୍ତାନରେ ରାଜାଙ୍କଦ୍ୱାରା ୧୭୬୧: ଖ୍ରୀଷ୍ଟାବ୍ଦରେ ପରାସ୍ତ ହେଲେ ଏବଂ ଏହି ଦୁଃଖରେ ବାଲାଜୀ ବାଜି ରାଓ ମଲେ ଏହାଙ୍କ ପରେ ଏହାଙ୍କ ପୁଅଆ ମଧୁରାଓ ପେଶବା ହେଲେ (ଖ୍ରୀ. ୧୭୬୧-୧୭୬୨: ) ତାଙ୍କ ପରେ ତାଙ୍କ ଭାଇ ନାରାୟଣ ରାଓ ପେଶଡ଼ା ହେଲେ (୧୭୭୨-୭୩: ) ଓ ପ୍ରାଘାତକ ହସ୍ତରେ ତାଙ୍କର ପ୍ରାଣ ଯିବାରୁ ନାରାୟଣଙ୍କ ପୁତ୍ର ମଧୁରା ଓ ନାରାୟଣଓ ରାଘୋବ ନାମକ ଜଣେ ପ୍ରତିଦ୍ନ୍ଦୂ ସଙ୍ଗେ ସିଂହାସନ ଯୋଗୁଁ କଳି ହେଲା ଇଂରାଜମାନେ ରାଘୋବଙ୍କ ପକ୍ଷ ସମର୍ନ କଲେ ଓ ପରେ ତାଙ୍କୁ ମଧୁରାଓ ନାରାୟଣ ନାବାଲଗଙ୍କର ମହାଫିସ୍ କଲେ ମଧୁରାଓ ନାରାୟଣ ୧୭୯୫:ରେ ଆତ୍ମହତ୍ୟା କଲେ ତା ପରେ ରାଘୋବାଙ୍କ ପୁଅ ୨ୟ ବାଜି ରାଓ ପେଶବା ହେଲେ ଏ ଇଂରେଜ ମାନଙ୍କ ସଙ୍ଗେ ଖ୍ରୀ. ୧୮୨:ରେ ବେସିନରେ ସନ୍ଧିପତ୍ର ସ୍ୱାକ୍ଷର କଲେ ଏବଂ ୧୮୧୭:ରେ ଇଂରେଜଙ୍କ ସଙ୍ଗେ ପୁନାରେ ସନ୍ଧି କରି ସମସ୍ତ କ୍ଷମତା ଇଂରେଜଙ୍କୁ ଅର୍ପଣ କଲେ ଓ ଇଂରେଜଙ୍କଠାରୁ ପେନ୍ସନ୍ ପାଇ ବିଠୃରେ ରହିଲେ ଏବଂ ତାଙ୍କ ରାଜ୍ୟ ଇଂରାଜଙ୍କ ବମ୍ୱେ ପ୍ରେସିଡ଼େନସିର ଅନ୍ତର୍ଭୂକ୍ତ ହେଲା—ପ୍ରୋଥେରୋ ସାହେବଙ୍କ ଇଂରାଜି ଭାରତ ଇତିହାସ]

ପେଶବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପେଶୁଆ, ପେଶୋଆ, ପେଶ୍ୱା—ଅଇନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପେଶବା=ନେତା)[ସମ୍ପାଦନା]

୧. ମହାରାଷ୍ଟୀୟ ସେନାପତି ବା ନାୟକ — ୧. A commander-in-chief or leaderof the Marhattas.