ପେଶୀ
ଦେଖଣା
ପେଶୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପଶ୍ ଧାତୁ=ଅବୟୀଭୂତ ହେବା+କର୍ତ୍ତୃ. ଇ)
[ସମ୍ପାଦନା]- ୧. ସ୍ନାୟୂ; ଶରୀରସ୍ଥ ମାଂସ ପିଣ୍ଡ —୧. The fleshy parts of the body; lumps of flesh in the body; muscle.
[ଦ୍ରଷ୍ଟବ୍ୟ —ଏହି ପେଶି ମାନଙ୍କଦ୍ୱାରା ଇଚ୍ଛା ମାତ୍ରେ ଶରୀରର ଅଙ୍ଗ ଆଦିର ସଞ୍ଚାଳନ, ସଙ୍କୋଚନ ଓ ପ୍ରସାରଣ କ୍ରିୟା ସମାଧା ହୁଏ]
- ୨. ବଜ୍ର; ଚଡ଼କ —୨. Thunderbolt.
- ୩. ଖଡ଼୍ଗାଦିର କୋଷ —୩. Sheaf.
- ୪. ଅଣ୍ଡ; ଡିମ୍ୱ —୪. Egg.
- ୫. ରାକ୍ଷସୀବିଶେଷ —୫. Name of a demoness.
- ୬. ପିଶାଚୀବିଶେଷ —୬. Name of a female imp.
- ୭. ନଦୀ ବିଶେଷ —୭. Name of river.
- ୮. ଫୁଟିଲା କଢ଼ି; ସୁପକ୍ୱ କଳିକା —୮. A flowering bud; a bud about to blow.
- ୯. ଜଟା ମାଂସୀ —୯. Spikenard.
- ୧. ଡାଲି; ରଗଡ଼ା କରି; ବିଦଳିତ ମାଷ — ୧୦. Split peas; husked. pulse.