ପେଶୀ

ଉଇକିଅଭିଧାନ‌ରୁ

ପେଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପଶ୍ ଧାତୁ=ଅବୟୀଭୂତ ହେବା+କର୍ତ୍ତୃ. ଇ)[ସମ୍ପାଦନା]

୧. ସ୍ନାୟୂ; ଶରୀରସ୍ଥ ମାଂସ ପିଣ୍ଡ —୧. The fleshy parts of the body; lumps of flesh in the body; muscle.

[ଦ୍ରଷ୍ଟବ୍ୟ —ଏହି ପେଶି ମାନଙ୍କଦ୍ୱାରା ଇଚ୍ଛା ମାତ୍ରେ ଶରୀରର ଅଙ୍ଗ ଆଦିର ସଞ୍ଚାଳନ, ସଙ୍କୋଚନ ଓ ପ୍ରସାରଣ କ୍ରିୟା ସମାଧା ହୁଏ]

୨. ବଜ୍ର; ଚଡ଼କ —୨. Thunderbolt.
୩. ଖଡ଼୍ଗାଦିର କୋଷ —୩. Sheaf.
୪. ଅଣ୍ଡ; ଡିମ୍ୱ —୪. Egg.
୫. ରାକ୍ଷସୀବିଶେଷ —୫. Name of a demoness.
୬. ପିଶାଚୀବିଶେଷ —୬. Name of a female imp.
୭. ନଦୀ ବିଶେଷ —୭. Name of river.
୮. ଫୁଟିଲା କଢ଼ି; ସୁପକ୍ୱ କଳିକା —୮. A flowering bud; a bud about to blow.
୯. ଜଟା ମାଂସୀ —୯. Spikenard.
୧. ଡାଲି; ରଗଡ଼ା କରି; ବିଦଳିତ ମାଷ — ୧୦. Split peas; husked. pulse.