ପେସ୍ କସ୍

ଉଇକିଅଭିଧାନ‌ରୁ

ପେସ୍ କସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପେସ୍କସ୍—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

୧. ସମ୍ରାଟକୁ ଦିଆଯିବା ନଗଦ ସଲାମୀ; ନଜରାନା; ଉପଢୌକନ —୧. A present in cash given to an emperor as a show of homage or fealty.
୨. ଜମିଦାର ଓ ରାଜାମାନେ ସରକାରଙ୍କୁ ଦେବା ରାଜସ୍ୱ — ୨. Peiskash; tribute; revenue paid by Rajas and Zamindars to Government.

[ଦ୍ରଷ୍ଟବ୍ୟ —ଓଡ଼ିଶା ଗଡ଼ଜାତର ରାଜାମାନେ ସରକାରଙ୍କ ଦେଉଥିବା ପେସ୍କସ୍ସ୍ର ବିବରଣ ଯଥା—

ଗଡ଼ଜାତର ନାମ ବର୍ଗମାଇଲ୍ ରାଜସ୍ୱ ଆଦାୟ (ଟଙ୍କା) ପେସ୍ କସ୍ (ଟଙ୍କା)

ଆଠଗଡ଼ ୧୬୮:  ୧୭୧:  ୨୮:

ଆଠମଲ୍ଲିକ ୭୩:  ୨ ୪୮:

ବାମଡ଼ା ୧୯୮୮:  ୫୯୧:  ୭୫:

ବାଡ଼ାମ୍ୱା ୧୩୪:  ୧୮:  ୧୩୯୮:

ବୌଦ ୧୨୬୪:  ୨୮୨:  ୮

ବଣେଇ ୧୨୯୬:  ୨୩୬: nbsp;୨୭:

ଦଶପଲ୍ଲା ୫୬୮:  ୧୫୧:  ୬୬୧:

ଢ଼େଙ୍କାନାଳ ୧୪୬୩:  ୫୯:  ୫୯୯:

ଗାଙ୍ଗପୁର ୨୪୯୨:  ୬୫୫:  ୧

ହିନ୍ଦୋଳ ୩୧୨:  ୧୨୨:  ୫୫୧:

କଳାହାଣ୍ଡି ୩୭୪୫:  ୬୩୨:  ୧୬:

କେନ୍ଦୁଝର ୩୯୬:  ୯୪୨:  ୧୭୧:

ଖଣ୍ଡପଡ଼ା ୨୪୪:  ୧୩୫:  ୪୨୧୨:

ମୟୂରଭଞ୍ଜ ୪୨୪୩:  ୨୭୩୭:  ୧୬୮:

ନରସିଂହପୁର ୧୯୯:  ୧୧୬:  ୧୪୫୬:

ନୟାଗଡ଼ ୫୮୮:  ୩୫୪:  ୫୫୨୫:

ନୀଳଗିରି ୨୭୮:  ୧୯୩:  ୩୯:

ପାଲଲହଡ଼ା ୪୫୨:  ୮ ୨୬୭:

ପାଟଣା ୨୩୯୯:  ୮୫୫:  ୧୩୫:

ରଣପୁର ୨୩:  ୬୬:  ୧୪୧:

ରେଢ଼ାଖୋଲ ୮୩୩:  ୮୭:  ୨

ସୋନପୁର ୯୬:  ୩୭୫:  ୧୨:

ତାଲଚେର ୩୯୯:  ୨୭୮:  ୧୪:

ତିଗିରିଆ ୪୬:  ୩୨:  ୮୮୨:

ସଢ଼ୈକଳା ୪୪୯:  ? :

ଖରସୁଆଁ ୧୫୩:  ? :

ୟଙ୍ଗ୍ ଉତ୍କଳ ୧.  ୮: . ୧୯୩୨:

୩. କମରବନ୍ଧ —୩. A belt.
୪. ବକ୍ରାକାର କ୍ଷୁଦ୍ର ଅସ୍ତ୍ରବିଶେଷ (ଏହା ସମରବନ୍ଧର ଗୁପ୍ତ ଭାବରେ ଲୁକାୟିତ ଥାଏ) —୪. A crooked dagger kept concealed below the belt.