ପୈତୃକ

ଉଇକିଅଭିଧାନ‌ରୁ

ପୈତୃକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ପିତୃ+ସମ୍ୱନ୍ଧାର୍ଥେ. କ)[ସମ୍ପାଦନା]

୧. ପିତୃସମ୍ୱନ୍ଧୀୟ —୧. Paternal; relating to one's father.
୨. ପିତୃପିତାମହାଦି ସମ୍ୱନ୍ଧୀୟ —୨. Ancestral.