ପୋଖତା ଘର
ଦେଖଣା
ପୋଖତା ଘର
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତ୍ରୀର ସନ୍ତାନ ଜନ୍ମ ହେବା — ୧. Delivery of a child.
- ୨. ପୋଖତି ଶାଳ (ଦେଖ) - — ୨. Pokhati ṡāḻa (See)
- ୩. କୌଣସି ପରିବାରରେ ସନ୍ତାନ ଜନ୍ମ ହେବା ସମୟ ବା ଉତ୍ସବ (ତୁଳନା କର — ବିଭାଘର, ବ୍ରତଘର, ଆଶୀର୍ବାଦ ଘର) — ୩. The state of or the cermonies perfomed in connection with a birth in a family.