Jump to content

ପୋଖରୀ

ଉଇକିଅଭିଧାନ‌ରୁ

ପୋଖରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଷ୍କରୀ, ପୁଷ୍କରିଣୀ, ପୁଷ୍କର (Beams)ପ୍ରା. ପୁକ୍ଖର)[ସମ୍ପାଦନା]

୧. ପୁଷ୍କରିଣୀ — ୧. Tank.

ବରଷା ଋତୁରେ ବରଷେ ଆସାର ପୂରଇ ବିଲ ପୋଖରୀ ନନ୍ଦକିଶୋର ଶର୍ମିଷ୍ଠା

୨. ଝାଡା — ୨. Faecundation; passing of stools; evacuation of the bowels.
୩. ହଇଜା —୩. Cholera.
୪. ଆମାଶୟା ବା ଅତୀସାର ଯୋଗୁଁ ବହୁ ପରିମାଣରେ ମଳସ୍ରାବ — ୪. Profuse evacution due to diarrhoea or dysentery.