Jump to content

ପୋଚାଇ

ଉଇକିଅଭିଧାନ‌ରୁ

ପୋଚାଇ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ତୁଳ. ହିନ୍ଦୀ - ପଚବାଇ; ବଙ୍ଗାଳୀ - ପଚାଇ)

[ସମ୍ପାଦନା]

ଚାଉଳ, ଯବ ଆଦିକୁ ସଢ଼ାଇ ତାକୁ ରାନ୍ଧି ଚୂଆଇ ଯେଉଁ ମଦ ତିଆରି କରାଯାଏ — Spirit destilled from fermented rice or barley.