ପୋଛଣି

ଉଇକିଅଭିଧାନ‌ରୁ

ପୋଛଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ପ୍ରାଦେଶିକ - (ପୁରୀ) ବିଶେଷ୍ୟ - (ସଂସ୍କୃତ - ପ୍ରୋଞ୍ଛନ)

ନୂଆ ଧରା ଯାଇଥିବା ବିଷଧର ସାପର ଲାଙ୍ଗୁଡ଼କୁ ବାମ ହାତରେ ଧରି ସାପକୁ ଓହୋଳାଇ ଡାହାଣ ହାତକୁ ମୁଠା କରି ସାପର ଲାଙ୍ଗୁଡ ଠାରୁ ମୁଣ୍ଡ ଆଡ଼କୁ ମୁଠାକୁ ଚଳାଇବାରୂପ ଗୁଣିଆର କର୍ମ — The aet of passing the right hand by a snake-charmar over the body of a newly caught poisonus snake by holding the tail with the left hand and moving the fisted right palm downwards from the tail toward its head.

(ଦ୍ର—ନିପୁଣ ଗୁଣିଆ ପୋଛଣି କରି ବିଷଧର ସର୍ପକୁ ବଳବୀର୍ଯ୍ୟ ହୀନ କରି ଦିଏ ଓ ସର୍ପ ଗରଳଗୁଡିକ ବାନ୍ତି କରି ପକାଏ କିନ୍ତୁ ସେ ନିପୁଣ ଗୁଣିଆ ନୁହେଁ ସେ ପୋଛଣି କଲାବେଳେ ସାପ ଲେଉଟି କରି ତାକୁ ଦଂଶି ଦେଲେ ତାର ମୃତ୍ୟୁ ଘଟେ)



  • (file)
  • (file)