Jump to content

ପୋଡ଼ା

ଉଇକିଅଭିଧାନ‌ରୁ

ପୋଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଟ ଧାତୁ)

[ସମ୍ପାଦନା]
୧. ଦଗ୍ଧ କରିବା; ଦହନ — ୧. Burning.
୨. ଶରୀରର ଦାହ; ଜ୍ୱଳା — ୨. Inflammation; burning pain.
୩. ନିଆଁରେ ପକାଇ ସିଦ୍ଧ କରାଯିବା ଫଳ ଆଦି — ୩. A thing dressed by being put into fire.

(ଯଥା—ବାଇଗଣ ପୋଡ଼ା, ମାଛ ପୋଡ଼ା ଇତ୍ୟାଦି)

୪. ନିଆଁ ଲଗାଯିବା — ୪. Being set on fire.

ବିଭା ବାସୀ ଦିନ ବେଦି ମୁହଁ ପୋଡ଼ା— ଢଗ


ଅନୁବାଦ

[ସମ୍ପାଦନା]
(ପୋଡ଼ୀ—ସ୍ତ୍ରୀ) 

ବିଶେଷଣ -

[ସମ୍ପାଦନା]
୧. ଦଗ୍ଧ — ୧. Burnt; scorched; charred; parched.
୨. ଭସ୍ମୀଭୂତ — ୨. Reduced to ashes.
୩. ତାପିତ; ସନ୍ତପ୍ତ — ୩. Sorrowing; afflicted with sorrow.

ଏ ଦାରୁଣ ନିପା କରେ ମଧ୍ୟ ମୋର ପୋଡ଼ା ପ୍ରାଣ ରହିଅଛି ରାଧାନାଥ, ପାର୍ବତୀ କାବ୍ୟର ଉପସଂହାର

୪. ତୁଚ୍ଛ; ହୀନ — ୪. Despised; despicable; vile.
୫. ବ୍ୟର୍ଥ — ୫. Useless; fruitless.
୬. ଅତି ମନ୍ଦ — ୬. Very bad; worst.
୭. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ, ଯଥା— ଲଙ୍କାପୋଡ଼ା ବାନର) ଯେ ପୋଡ଼ି ଦିଏ — ୭. One who sets fire to; incendiary.
୮. ଯାହା ପୋଡ଼ି ଯାଉଥାଏ — ୮. Burnt.

(ଯଥା—ପୋଡ଼ା ତିଅଣ)