ପୋତାଶ୍ରୟ

ଉଇକିଅଭିଧାନ‌ରୁ

ପୋତାଶ୍ରୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ପୋତ+ଆଶ୍ରୟ; ତୁଇ. ଇ. ପୋର୍ଟ)

ଜାହାଜର ଆଶ୍ରୟ ନେବାର ସ୍ଥାନ; ବନ୍ଦର — Port; harbour; haven.