ପୋଲ
Appearance
ପୋଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଫୁଲୁକା ରୁଟି (ହିନ୍ଦୀ - ଶ.) — A kind of puffed up pastry cake.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୃଲ୍)
[ସମ୍ପାଦନା]ପାଣି ଯିବାର ସୁଡ଼ୁଙ୍ଗ; ଶଙ୍ଖ — bridge; culvert; sluice.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୀତ)
[ସମ୍ପାଦନା]- ୧. ବାଉଁଶ ବା ନଳ ମଧ୍ୟସ୍ଥ ଲମ ଛିଦ୍ର — ୧. Long hole in a tube.
(ଯଥା-ଯେଡ଼େ ବାଉଁଶ ତେଡ଼େ ପୋଲ)
- ୨. ବଡ଼କଣା; ବିବର — ୨. A big hole or pit; chasm.
- ୩. ଶୂନ୍ୟ ସ୍ଥାନ —୩. Empty space.
ଅନୁବାଦ
[ସମ୍ପାଦନା]ପୋଲ
|
ବିଶେଷଣ -
[ସମ୍ପାଦନା]- ୧. ପୋଲା; ଫମ୍ଫା — ୧. Empty; hollow.
ନିଦାମଣି ଭ୍ରମେ କିମ୍ପା ନିଅ ପୋଲ ରାଧାନାଥ. ଦରବାର
- ୨. ଅନ୍ତଃସାରହୀନ; ନଃସାର —୨. Hollow inside; unsubstantial.
ମୋତେ ଯେତେ ବୋଲୁଥିବ ବୋଲ ମୋ ଦିହଟା ଯାକର ପୋଲ—ଡ଼ଗ