ପୋଲାଣ୍ଡ୍

ଉଇକିଅଭିଧାନ‌ରୁ

ପୋଲାଣ୍ଡ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାଲଣ୍ଡ୍—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷ୍ୟ - (ଇଂ) (ନାମ)[ସମ୍ପାଦନା]

ଋଷିଆର ଦକ୍ଷିଣ ପଶ୍ଚିମସ୍ଥ କ୍ଷୁଦ୍ର ରାଜ୍ୟବିଶେଷ —Poland; a country of Europe.

[ଦ୍ରଷ୍ଟବ୍ୟ —ଏହି ରାଜ୍ୟ ପୂର୍ବେ ଋଷିଆ ସାମ୍ରାଜ୍ୟର ଅଧୀନ ଥିଲା; କିନ୍ତୁ ସମ୍ପ୍ରତି ସ୍ୱତନ୍ତ୍ର ସାଧାରଣତନ୍ତ୍ର ରାଜ୍ୟ ହୋଇଅଛି]