Jump to content

ପୋଷାକ

ଉଇକିଅଭିଧାନ‌ରୁ

ପୋଷାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ତୁଳ. ସଂସ୍କୃତ - ବେଶଭୂଷା)[ସମ୍ପାଦନା]

୧. ପରିଚ୍ଛଦ, ବେଶ —୧. Dress; clothing.

କି ଭଳି ପୋଷାକ ଲୋଡ଼ା ହେବ ତହିଁ—ରାଧାନାଥ ଦରଦାର

୨. ସଭ୍ୟ ସମାଜରେ ଅନୁମୋଦିତ ପରିଚ୍ଛଦ; ଫେସନର ଅନୁକୂଳ ବେଶଭୂଷା —୩. Dress approved for social functions; fashionable dress.
୩. କୌଣସି ପଦରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପରିଧାନାର୍ଥ ନିର୍ଦିଷ୍ଟ ପରିଚ୍ଛଦ —୩. Particular dress laid down to be worn by a person holding a particular office.

(ଯଥା—ପୁଲିସ୍ ପୋଷାକ; ଦରବାର ପୋଷାକି)

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦର ସହଚରରୂପେ ମଧ୍ୟ ବ୍ୟବହୃତ ହୁଏ, ଯଥା—ଖୋରାକ ପୋଷାକ]