ପୋଷେ
Jump to navigation
Jump to search
ପୋଷେ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]
- ୧. ହାତର କରତଳ ପୁଟରେ ଏକ ଥରକେ ସମ୍ଭାଇବା ପରିମାଣ; ଏକ ପୋଷମାତ୍ର — A handful; a handful of.
- ୨. ଅଧ ଆଞ୍ଜୁଳିଏ
ତହିଁରୁ ପୋଷେକ ବଳା ରାଜନରେ ବ୍ରାହ୍ମଣେ ବୈଷ୍ଣବେ ଦେଇ । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର