ପୌଗଣ୍ଡ

ଉଇକିଅଭିଧାନ‌ରୁ

ପୌଗଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପୋଗଣ୍ଡ+ ଭାବ. ଅ)[ସମ୍ପାଦନା]

ପୋଗଣ୍ଡ ଅବସ୍ଥା; ୫ ବର୍ଷ ଠାରୁ ୧ ବର୍ଷ (ମତାନ୍ତରରେ ୧୫: ବର୍ଷ) ପର୍ଯ୍ୟନ୍ତ ବାଲ୍ୟାବସ୍ଥା —୧. Boyhood between ୫ to ୧୦ ୧୦ years of age.

[ଦ୍ରଷ୍ଟବ୍ୟ —କେହି କେହି ବାଲ୍ୟାବସ୍ଥାକୁ ୩ ଭାଗରେ ବିଭକ୍ତ କରନ୍ତି, ଯଥା—

୫. ବର୍ଷ ପର୍ଯ୍ୟନ୍ତ—କୌମାର ବା କୁମାର ବା ଶୈଶବ ବା ଶିଶୁ, ୧ ବର୍ଷ ପର୍ଯ୍ୟନ୍ତ—ପୌଗଣ୍ଡ ବା ପୋଗଣ୍ଡ, ୧୫: ବର୍ଷ ପର୍ଯ୍ୟନ୍ତ—କୈଶୋର ବା କିଶୋର]


୨. ଦଶବର୍ଷରୁ ଅଳ୍ପ ବୟସ୍କ ଛୋଟ ବାଳକ — ୨. A boy below ୧୦ years of age.
୩. ବିକଳାଙ୍ଗ —୩. A person deficient in some limbs.
୪. ଅପ୍ରାପ୍ତବୟସ୍କ ବାଳକ; ନାବାଳ —୪. A minor.