ପୌତ୍ର

ଉଇକିଅଭିଧାନ‌ରୁ

ପୌତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୌତ୍ରୀ—ସ୍ତ୍ରୀ) 

(ଦୌହିତ୍ର—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପୁତ୍ର+ ଅପତ୍ୟାର୍ଥେ. ଅ)[ସମ୍ପାଦନା]

ପୁଅର ପୁଅ; ନାତି — Son's son; grandson.