ପୌତ୍ରୀ

ଉଇକିଅଭିଧାନ‌ରୁ

ପୌତ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୌତ୍ରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୌତ୍ର+ ସ୍ତ୍ରୀ. ଈ)[ସମ୍ପାଦନା]

ପୁଅର ଝୀଅ; ନପ୍ତ୍ରୀ; ନାତୁଣୀ — Son's daughter.

ବିଶେଷଣ - ପୁଂ. (ପୌତ୍ର+ ଇନ୍)[ସମ୍ପାଦନା]

ଯାହାର ନାତି ହୋଇଥାଏ — Having a son's son.