ପୌରବ

ଉଇକିଅଭିଧାନ‌ରୁ

ପୌରବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପୌରବୀୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୂରୁ+ ଅପତ୍ୟାର୍ଥେ. ଅ)[ସମ୍ପାଦନା]

ଯଯାତିଙ୍କ ପୁତ୍ର ପୂରୁଙ୍କର ବଂଶୀୟ —Descended from the race of king Pūru.

[ଦ୍ରଷ୍ଟବ୍ୟ —ଶର୍ମିଷ୍ଠା ଗର୍ଭାଜାତ ଯଯାତିଙ୍କ କନିଷ୍ଠ ପୁତ୍ର ପୂରୁ ଆପଣା ପିତାଙ୍କର ଜରା ଗ୍ରହଣ କରି ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଉଦାହରଣ ଦେଖାଇ ଥିବାରୁ ତାଙ୍କର ନାମ ଅନୁସାରେ ତାଙ୍କ ବଂଶର ନାମ— କରଣ ହୋଇଥିଲା]

ବିଶେଷ୍ୟ -[ସମ୍ପାଦନା]

୧. ପୂରୁ ରାଜାଙ୍କ ବଂଶ — ୧. The race of king Pūru.
୨. ପୂରୁ ରାଜାଙ୍କ ବଂଶଧର — ୨. The descendant of king Pūru.
୩. ଭାରତର ଉତ୍ତର ପଶ୍ଚିମସ୍ଥ ପ୍ରାଚୀନ ଦେଶବିଶେଷ — ୩. An ancient country in Northweastern India.
୪. ପୁରାଣୋକ୍ତ ଜଣେ ହିନ୍ଦୁ ରାଜା — ୪. Name of an ancient king of India.

[ଦ୍ରଷ୍ଟବ୍ୟ —ଏ ତିନି ଲକ୍ଷ ଶ୍ୱେତାଶ୍ଠ ଦାନ ଅଶ୍ୱମେଧ ଯଜ୍ଞ କରି ସ୍ୱର୍ଗକୁ ଯାଇଥିଲେ ହିନ୍ଦୀ - ଶ.]

୫. ମୂର୍ଚ୍ଛନା ବା ରାଗିଣୀବିଶେଷ —୫. Name of a tune or modulation in music (M.W.)