ପୌରବ
ଦେଖଣା
ପୌରବ
ଉଚ୍ଚାରଣ
[ସମ୍ପାଦନା](ପୌରବୀୟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପୂରୁ+ ଅପତ୍ୟାର୍ଥେ. ଅ)
[ସମ୍ପାଦନା]ଯଯାତିଙ୍କ ପୁତ୍ର ପୂରୁଙ୍କର ବଂଶୀୟ —Descended from the race of king Pūru.
[ଦ୍ରଷ୍ଟବ୍ୟ —ଶର୍ମିଷ୍ଠା ଗର୍ଭାଜାତ ଯଯାତିଙ୍କ କନିଷ୍ଠ ପୁତ୍ର ପୂରୁ ଆପଣା ପିତାଙ୍କର ଜରା ଗ୍ରହଣ କରି ସ୍ୱାର୍ଥତ୍ୟାଗର ଜ୍ୱଳନ୍ତ ଉଦାହରଣ ଦେଖାଇ ଥିବାରୁ ତାଙ୍କର ନାମ ଅନୁସାରେ ତାଙ୍କ ବଂଶର ନାମ— କରଣ ହୋଇଥିଲା]
ବିଶେଷ୍ୟ -
[ସମ୍ପାଦନା]- ୧. ପୂରୁ ରାଜାଙ୍କ ବଂଶ — ୧. The race of king Pūru.
- ୨. ପୂରୁ ରାଜାଙ୍କ ବଂଶଧର — ୨. The descendant of king Pūru.
- ୩. ଭାରତର ଉତ୍ତର ପଶ୍ଚିମସ୍ଥ ପ୍ରାଚୀନ ଦେଶବିଶେଷ — ୩. An ancient country in Northweastern India.
- ୪. ପୁରାଣୋକ୍ତ ଜଣେ ହିନ୍ଦୁ ରାଜା — ୪. Name of an ancient king of India.
[ଦ୍ରଷ୍ଟବ୍ୟ —ଏ ତିନି ଲକ୍ଷ ଶ୍ୱେତାଶ୍ଠ ଦାନ ଅଶ୍ୱମେଧ ଯଜ୍ଞ କରି ସ୍ୱର୍ଗକୁ ଯାଇଥିଲେ ହିନ୍ଦୀ - ଶ.]
- ୫. ମୂର୍ଚ୍ଛନା ବା ରାଗିଣୀବିଶେଷ —୫. Name of a tune or modulation in music (M.W.)