ପ୍ରକାଶ
ଦେଖଣା
ପ୍ରକାଶ
ଉଚ୍ଚାରଣ
[ସମ୍ପାଦନା][ପ୍ରକାଶତା(ତ୍ୱ)—ବି]
ସଂସ୍କୃତ - ବିଶେଷ୍ୟ - (ପ୍ର+କାଶ ଧାତୁ=ଦୀପ୍ତି ପାଇବା+ଭାବ. ଅ)
[ସମ୍ପାଦନା]- ୧. ତେଜଃ;ଦୀପ୍ତୀ;ଆଲୋକ; ଜ୍ୟୋତିଃ — ୧. Light; lustre.
- ୨. ଚାକଚକ୍ୟ —୨. Splendour; brilliance; dazzle.
- ୩. ଉଜ୍ଜ୍ୱଳତା —୩. Brightness.
- ୪. ଶୋଭା —୪. Beauty; elegance.
- ୫. ସ୍ପଷ୍ଟତା; ବ୍ୟକ୍ତତା —୫. Clearness.
- ୬. ବିକାଶ; ଜାହିର;ଜାରୀ ; ଅଭିବ୍ୟକ୍ତି — ୬. Manifestation; display; appearance.
- ୭. ପ୍ରସାରଣ; ବିସ୍ତାର —୭. Expansion; diffusion.
- ୮. ପ୍ରସିଦ୍ଧି; ପ୍ରଚାର —୮. Publicity; publication; promulgation.
- ୯. ପ୍ରକଟନ; ବ୍ୟକ୍ତ କରଣ — ୯. Displaying; revelation.
- ୧. ପ୍ରସ୍ଫୁଟନ; (ଫୁଲର) ଫୁଟିବା — ୧୦. Blowing (e.g. of a flower).
- ୧୧. ଯଶଃ; ଖ୍ୟାତି —୧୧. Renown; fame.
- ୧୨. ଆବିଷ୍କାର —୧୨. Discovery.
- ୧୩. ରୌଦ୍ର; ଖରା —୧୩. Sunshine.
- ୧୪. ସାଦୃଶ୍ୟ —୧୪. Similitude.
- ୧୫. ଜ୍ଞାନ —୧୫. Sense; knowledge.
- ୧୬. ବୈବଶ୍ୱତ ମନୁଙ୍କ ପୁତ୍ରବିଶେଷ — ୧୬. Name of a son of B&aline;i̱baṡwata Manu.
- ୧୭. ହାସ୍ୟ —୧୭. Laughter (M.W.)
- ୧୮. କଂସା; କାଂସ୍ୟ —୧୮. Bell metal.
ବିଶେଷଣ -
[ସମ୍ପାଦନା]- ୧. ସଦୃଶ —୧. Like.
- ୨. ବିକସିତ —୨. Blown; expanded.
- ୩. ପରିଦୃଷ୍ଟ —୩. Visible; seen.
- ୪. ପ୍ରକଟିତ — ୪. Published; divulged; promulgated.
- ୫. ଉଜ୍ଜ୍ୱଳ —୫. Bright; shining.
ଅନୁବାଦ
[ସମ୍ପାଦନା]- ୬. ପ୍ରସିଦ୍ଧ — ୬. Famous; renowed; celebrated.
- ୭. ଉଦ୍ଭାବିତ —୭. Discovered; invented.
- ୮. ସ୍ପଷ୍ଟ —୮. Manifest; apparent; evident; clear.
- ୯. ଗୋଚର; ପ୍ରତ୍ୟକ୍ଷ (ହିନ୍ଦୀ - ଶ.) —୯. Known; realised.
ଅ. (ନାଟକୀୟ ଭାଷା)
[ସମ୍ପାଦନା]- ୧. ସର୍ବଜନ ସମକ୍ଷରେ — ୧. Before the eyes of all; openly; in public.
- ୨. ସମସ୍ତେ ଶୁଣି ପାରିଲା ଭଳି; ଉଚ୍ଚୈଃସ୍ୱରରେ — ୨. Loudly; aloud; audibly.
[ଦ୍ରଷ୍ଟବ୍ୟ —ଅଭିନୟ ସମୟରେ ନଟ ବା ନଟୀ ନିକଟସ୍ଥ ଅନ୍ୟ ନଟନଟୀ ଶୁଣି ନ ପାରିବା ଭଳି ମନେ ମନେ ଆନ୍ଦୋଳନ କରୁଥିବା କଥାକୁ ଗୋପନରେ (aside) କହି, ତା ପରେ ସମସ୍ତଙ୍କୁ ଶୁଣାଇ ଯେଉଁ କଥା କହେ ତାକୁ 'ପ୍ରକାଶ' (aloud) ବୋଲାଯାଏ ଏହାର ବିପରୀତ ସ୍ୱଗତ ବା ଆତ୍ମଗତ ଅଟେ]
ଦେଶଜ - (ବାକ୍ୟାର୍ଥକ ଶବ୍ଦ)
[ସମ୍ପାଦନା]ଏହା ଆମ୍ଭ ନିକଟରେ ପ୍ରକାଶିତ ହୋଇଅଛି —It appears to me.
(ଯଥା—ପ୍ରକାଶ ଯେ ଅମୁକ ଲୋକ ଚୋରି କରିଅଛି)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଆଧୁନିକ) ଗ୍ରନ୍ଥର ସଂସ୍କରଣ ବା ପ୍ରଚାର — ୧. Publication of a book.
- ୨. ରାତି ଭୋର ହେବା —୨. Dawning.