ପ୍ରକାଶ

ଉଇକିଅଭିଧାନ‌ରୁ

ପ୍ରକାଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ପ୍ରକାଶତା(ତ୍ୱ)—ବି]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+କାଶ ଧାତୁ=ଦୀପ୍ତି ପାଇବା+ଭାବ. ଅ)[ସମ୍ପାଦନା]

୧. ତେଜଃ;ଦୀପ୍ତୀ;ଆଲୋକ; ଜ୍ୟୋତିଃ — ୧. Light; lustre.
୨. ଚାକଚକ୍ୟ —୨. Splendour; brilliance; dazzle.
୩. ଉଜ୍ଜ୍ୱଳତା —୩. Brightness.
୪. ଶୋଭା —୪. Beauty; elegance.
୫. ସ୍ପଷ୍ଟତା; ବ୍ୟକ୍ତତା —୫. Clearness.
୬. ବିକାଶ; ଜାହିର;ଜାରୀ ; ଅଭିବ୍ୟକ୍ତି — ୬. Manifestation; display; appearance.
୭. ପ୍ରସାରଣ; ବିସ୍ତାର —୭. Expansion; diffusion.
୮. ପ୍ରସିଦ୍ଧି; ପ୍ରଚାର —୮. Publicity; publication; promulgation.
୯. ପ୍ରକଟନ; ବ୍ୟକ୍ତ କରଣ — ୯. Displaying; revelation.
୧. ପ୍ରସ୍ଫୁଟନ; (ଫୁଲର) ଫୁଟିବା — ୧୦. Blowing (e.g. of a flower).
୧୧. ଯଶଃ; ଖ୍ୟାତି —୧୧. Renown; fame.
୧୨. ଆବିଷ୍କାର —୧୨. Discovery.
୧୩. ରୌଦ୍ର; ଖରା —୧୩. Sunshine.
୧୪. ସାଦୃଶ୍ୟ —୧୪. Similitude.
୧୫. ଜ୍ଞାନ —୧୫. Sense; knowledge.
୧୬. ବୈବଶ୍ୱତ ମନୁଙ୍କ ପୁତ୍ରବିଶେଷ — ୧୬. Name of a son of B&aline;i̱baṡwata Manu.
୧୭. ହାସ୍ୟ —୧୭. Laughter (M.W.)
୧୮. କଂସା; କାଂସ୍ୟ —୧୮. Bell metal.

ବିଶେଷଣ -[ସମ୍ପାଦନା]

୧. ସଦୃଶ —୧. Like.
୨. ବିକସିତ —୨. Blown; expanded.
୩. ପରିଦୃଷ୍ଟ —୩. Visible; seen.
୪. ପ୍ରକଟିତ — ୪. Published; divulged; promulgated.
୫. ଉଜ୍ଜ୍ୱଳ —୫. Bright; shining.


ଅନୁବାଦ[ସମ୍ପାଦନା]

୬. ପ୍ରସିଦ୍ଧ — ୬. Famous; renowed; celebrated.
୭. ଉଦ୍ଭାବିତ —୭. Discovered; invented.
୮. ସ୍ପଷ୍ଟ —୮. Manifest; apparent; evident; clear.
୯. ଗୋଚର; ପ୍ରତ୍ୟକ୍ଷ (ହିନ୍ଦୀ - ଶ.) —୯. Known; realised.

ଅ. (ନାଟକୀୟ ଭାଷା)[ସମ୍ପାଦନା]

୧. ସର୍ବଜନ ସମକ୍ଷରେ — ୧. Before the eyes of all; openly; in public.
୨. ସମସ୍ତେ ଶୁଣି ପାରିଲା ଭଳି; ଉଚ୍ଚୈଃସ୍ୱରରେ — ୨. Loudly; aloud; audibly.

[ଦ୍ରଷ୍ଟବ୍ୟ —ଅଭିନୟ ସମୟରେ ନଟ ବା ନଟୀ ନିକଟସ୍ଥ ଅନ୍ୟ ନଟନଟୀ ଶୁଣି ନ ପାରିବା ଭଳି ମନେ ମନେ ଆନ୍ଦୋଳନ କରୁଥିବା କଥାକୁ ଗୋପନରେ (aside) କହି, ତା ପରେ ସମସ୍ତଙ୍କୁ ଶୁଣାଇ ଯେଉଁ କଥା କହେ ତାକୁ 'ପ୍ରକାଶ' (aloud) ବୋଲାଯାଏ ଏହାର ବିପରୀତ ସ୍ୱଗତ ବା ଆତ୍ମଗତ ଅଟେ]

ଦେଶଜ - (ବାକ୍ୟାର୍ଥକ ଶବ୍ଦ)[ସମ୍ପାଦନା]

ଏହା ଆମ୍ଭ ନିକଟରେ ପ୍ରକାଶିତ ହୋଇଅଛି —It appears to me.

(ଯଥା—ପ୍ରକାଶ ଯେ ଅମୁକ ଲୋକ ଚୋରି କରିଅଛି)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଆଧୁନିକ) ଗ୍ରନ୍ଥର ସଂସ୍କରଣ ବା ପ୍ରଚାର — ୧. Publication of a book.
୨. ରାତି ଭୋର ହେବା —୨. Dawning.